ଖଇରା : ଖଇରା ବ୍ଲକ ଗୁହାଳଡିହା ଗ୍ରାମର ମୁକ୍ତିକାନ୍ତ ନାମକ ଜଣେ ଯୁବକଙ୍କୁ କେହି ଜଣେ ଦୁର୍ବୁତ ଗୋଡାଇ ଗୋଡାଇ ହାଣିଥିବା ସୁଚନା ମିଳିଛି । ସୁଚନା ମୁତାବକ ଉକ୍ତ ଯୁବକ ଜଣକ ଘରକୁ ଫେରୁଥିବା ସମୟରେ ତାଙ୍କ ଗୋଡ ଓ ହାତକୁ ଭୁଜାଲିରେ ହାଣିଛନ୍ତି ।
Your email address will not be published. Required fields are marked *
Comment *
Name *
Email *
Website