କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ, ନାବାଳକ ସମେତ ୫ ଗିରଫ

ଭୁବନେଶ୍ୱର : ପିପିଲିରୁ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ । କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ବ୍ରାଉନସୁଗର ଜବତ କରିଛି ପିପିଲି ଥାନା ପୋଲିସ । ଜବତ ଘଟଣାରେ ପିପିଲି ଏସ୍ ଡି ପି ଓ ଙ୍କ ନେତୃତ୍ଵରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ  ଜଣେ ନାବାଳକ ଥିବା ମଧ୍ୟ ଜଣାପଡିଛି ।

Leave a Reply

Your email address will not be published. Required fields are marked *