୧୨ସରପଞ୍ଚ କରିଛନ୍ତି ସବୁଠାରୁ ଅଧିକ ପିଠା କାର୍ଯ୍ୟକ୍ରମ

ବାଲେଶ୍ବର : ସାରା ରାଜ୍ୟରେ ସରକାରଙ୍କ ପିଠା ଯୋଜନା କାର୍ଯ୍ୟକ୍ରମ ଚାଲିଥିଲାବେଳେ ବାଲେଶ୍ୱର ଜିଲ୍ଲାର ୧୨ ବ୍ଳକର ୧୨ ଜଣ ସରପଞ୍ଚ ଅଧିକ ପିଠା କାର୍ଯ୍ୟକ୍ରମ କରିଥିବାରୁ  ପ୍ରତ୍ୟକ ବ୍ଳକରୁ ଗୋଟିଏ କରି ପଞ୍ଚାୟତକୁ ସରକାରଙ୍କ ପିଠା କାର୍ଯ୍ୟକ୍ରମର ଅଧିକ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇ ଯୋଜନାକୁ ଅଧିକ କାର୍ଯ୍ୟଖ୍ୟମ କରିପାରିଥିବାରୁ ଆଜି ସେହି ପଞ୍ଚାୟତର ସରପଞ୍ଚ ମାନଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର ଜେନା ଆଜି ସେହି ଶ୍ରେଷ୍ଠ ପଞ୍ଚାୟତର ସରପଞ୍ଚ ମାନଙ୍କୁ ୫ ଲକ୍ଷ ଟଙ୍କା ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ଜଳେଶ୍ୱର ବ୍ଳକର ୩୫ ପଞ୍ଚାୟତ ମଧ୍ୟରୁ କୋଟ ସାହି ପଞ୍ଚାୟତର ବିଜେଡ଼ି ସରପଞ୍ଚ ମଂଜୁବାଳା ପ୍ରଧାନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଛି ।

ସେହିପରି ସୋର ବ୍ଲକର ପାଖର ପଞ୍ଚାୟତର ତ୍ରିଲୋଚନ ପାଣିଗ୍ରାହି ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି ା

Leave a Reply

Your email address will not be published. Required fields are marked *