କାହା ଆର୍ଶୀବାଦରେ ସୋର ଆର ଡି ରେ ରହିଛନ୍ତି ବାବୁ ଆରଣ ? କାମ ନକଲେ ରୂପା ଫ୍ରଣ୍ଟଲାଇନ ଭରଷା

ବାଲେଶ୍ବର : ବର୍ଷ ବର୍ଷ ଏଇଠି ରହି ଅନ୍ୟତ୍ର ବଦଳି ହେଲା ପରେ ପୁଣି ଏଠିକି ଆସିବା ପଛରେ କିଏ ? କାହା ଗୁଡ ହାତ ତଳେ କଉ ସମୟରେ ପଡିଲେ ଯେ ତାଙ୍କ ଛାତି ଫାଟି ଗଲା ପୁଣି ଆରଣ ବାବୁଙ୍କୁ ଏଠିକି ପଠେଇ ଦେଲେ ! ଆରଣ ବାବୁ କ’ଣ ଏକା କାଢୁଆ ଜେଇ ଆଉ ସବୁ ଓଡିଶା ସାରା କେହି କାମକୁ ନୁହଁ ? ତା’ ହେଲେ ଓଡିଶା ଯାକର ସବୁ ଜେଇଙ୍କୁ କାଢିକି ୟାକୁ ଓଡିଶା କଥା ବୁଝିବାକୁ କୁହାଯାଉ । ଲୋକଙ୍କ ଚାକର ହେଲେ ବାବୁ ଆରଣ ଲୋକ ତାଙ୍କୁ ପ୍ରଶ୍ନ ପଚାରିଲେ ସେ ଅନନ୍ତପୁର କଲେଜ ରାସ୍ତା ପିଚୁ ଉଠିଲା କେମିତି ନାଁ ଉପରେ ଗଛ ଅଛି, ତା’ ହେଲେ କ’ଣ ଉପରେ ମାଟି ରହନ୍ତା କି ? ଇଏ ଯେତେବେଳେ ଅଧଇଞ୍ଚିଆ ପିଚୁ ପକଉଛନ୍ତି ସବୁରାସ୍ତାର ଉପରଟାକୁ ଫର୍ଚ୍ଚା କରିଦେଉନାହାନ୍ତି । ଲୋକଙ୍କ ଟଙ୍କାରେ ଦରମା ନେଇ ଠିକାଦାରର ଗୁମାସ୍ତା ହବ, ନେତାଙ୍କର ମଝି ଫଡିଆ ମାଲିସ କରି ବର୍ଷେ ୬ ମାସରେ ସୋରକୁ ପଳେଇ ଆସିବ । କାହିଁକିନା ଏଠି ଶାସକ, ବିରୋଧି ଗୋଟେ ଘାଟର ପାଣି ପିଉଛନ୍ତି । ସମସ୍ତଙ୍କୁ ଦେଇ ନେଇକି ଯାହା ରହିବ ଖାଲି ବିଡା ନେଇକି ଘରକୁ ପଳେଇବ ! ସାବଧାନ, ଜୀବନ ସାରା ସୋରରେ ରୁହ କାହାର କଉଠି କଉଠି ତେଲ ମାରିବା କଥା ମାର । କିନ୍ତୁ ସରକାରୀ ଟଙ୍କାକୁ ଡକାୟତି କରିବାକୁ ଅପଚେଷ୍ଟା ଯିଏ କରିବ ସିଏ ଆରଣ ହେଉ କି ଫାରଣ ହେଉ କାହାକୁ ଛଡା ଯିବନି । ଠିକାଦାର ତୁମ ବନ୍ଧୁଆସ ହୁଅନ୍ତୁ କି ତମେ ତାଙ୍କର ଡ୍ୟାସ ହୁଅ, ତମେ କାହା ପାଖରୁ ୧୫ ପରସେଣ୍ଟ ନିଅ କି ତମେ କାହାକୁ ୫ ପରସେଣ୍ଟ ଦିଅ ସେଥିରେ ଯାଆସ ନାହିଁ । ଆମର ରାସ୍ତା ଦରକାର ଜେଇ ହୋଇଛ ଜଗିବ, କାମ ପାରୁନ କଷ୍ଟ ହେଉଛି ଅବସର ନେଇଜିବ ବହୁତ ନୂଆ ଛୁଆ ପାଠ ସାଠ ପଢିକି ବୁଲୁଛନ୍ତି କାମ କରିବେ ଜଦି କାମ କରିବାର ଇଛା ଅଛି ଲୋକଙ୍କ ପାଇଁ କାମ କର ଠିକାଦାରଙ୍କ ପାଇଁ ନୁହଁ  ଲୋକ ପଚାରିବେ ଲୋକଙ୍କୁ ଉତ୍ତର ଦେବ , ଇଛାରେ କଥାବାର୍ତ୍ତା କରିପାରିବନି । ଅନନ୍ତପୁର କଲେଜ ରାସ୍ତା ୭ ଦିନ ମଧ୍ୟରେ କାମ କରିକି ସାର ନହେଲେ ଲୁଙ୍ଗିବି ଭାଗ୍ୟରେ ନଥିବ ରୂପା ଫ୍ରଣ୍ଟଲାଇନ ଭରଷା ହେବ ।

Leave a Reply

Your email address will not be published. Required fields are marked *