ସୋର : ସୋର ଜୁମଲା ପାର୍ଟୀର ନିଜକୁ ନିଜେ ବିଧାୟକ କହୁଥିବା ଦେଢ ଫୁଟିଆକୁ କେହି କୈାଣସି ସଭା ସମିତିକି ଡାକୁ ନଥିବାରୁ ସିଏ ବଡ ହଇରାଣ ହେଉଛି ଫେସବୁକରେ ଫୋଷ୍ଟ କରିବାକୁ ତାକୁ ସୁଯୋଗ ମିଳୁନି ଜେଉଁଥିପାଇଁ ସେ କ୍ରିକେଟ ଖେଳ ଏବଂ କାହା ଚତୁର୍ଥୀକୁ ଯାଇ ଗୋଟେ ଗୋଟେ ଫଟ ଉଠାଇ ଲେଖୁଛି ଏକ ମୁହୁର୍ତ୍ତ

। ତେବେ ସେ ସମୟରେ ତା ସହ ଆଉ କାହାର ଦେଖା ନମିଳୁଥିବା ବେଳେ ବାହାନଗା ଆଡୁ ଆସୁଥିବା ସେ ମାଡଖିଆ କଳା କୁଆକୁ ଗୋଟେ ୨୦୦ଟଙ୍କିଆ ନିଳ ରଙ୍ଗର ଜ୍ୟାକେଟ ପିନେ୍ଧଇ ସାଙ୍ଗରେ ରଖୁଛି । କଳା କୁଆ କିଛିଦିନ ପୂର୍ବରୁ ମାଡ ଖାଇ ଫେରାର ହୋଇଯାଇଥିଲା ଏବେ ୟା ସହ ବୁଲୁଛି ଶୁଣିବାକୁ ମିଳୁଛି ଆଗାମି ଦିନରେ ପୁଣି କଳା କୁଆ ଖୁନ୍ଦା ଖାଇବ । ତେବେ ଦେଢ ଫୁଟିଆ ଜୁମଲା ପାର୍ଟିରୁ ଭଲ ରୋଜଗାର କରୁଛି ସେ ଯାଣିଛି ସେ ହାରିବ । କିନ୍ତୁ ଏବେ ଶୁଣିବାକୁ ମିଳିଲାଣି ଦେଢ ଫୁଟିଆ ଟିକଟ ପାଇବନି ଜଦି ଏମିତି ହୁଏ ତାହାଲେ ଦେଢ ଫୁଟିଆ ଏଥର ଆତ୍ମ ହତ୍ୟା କରିବ ତା ପରେ କଳା କୁଆର ଅବସ୍ଥା କଣ ହେବ ।
