ପଦୁପଣ୍ଡାଙ୍କୁ ଘରଧରାଇଲେ ଲୋପାମୁଦ୍ରା

ଖଇରା: ଖେଳ ଶେଷ ପଦୁପଣ୍ଡାଙ୍କ ଦେଖା ଆଉ ଖଇରାରେ ମିଳୁନି , ଲୋକ କହୁଛନ୍ତି ପଦୁନନା ହଜିଗଲେ । ତେବେ ଖଇରା ଥାନା ଅଧିକାରୀଣି ଓ ପଦୁ ପଣ୍ଡାଙ୍କ ବିବାଦ ଚରମ ସିମାକୁ ଯାଇଥିବା ବେଳେ ପଦୁପଣ୍ଡା ଥାନା ଅଧିକାରୀଣିଙ୍କୁ ନ ବଦଳେଇଲା ଯାଏଁ ଆମେ ଶାନ୍ତିରେ ବସିବୁନି ବୋଲି କହୁଥିଲେ କିନ୍ତୁ ଫଳ ଉଲୁଟା ହେଲା । ବଦଳିଲେନି ଥାନା ଅଧିକାରୀଣି ଲୋପାମୁଦ୍ରା ନାୟକ ବଦଳିଗଲେ ପଦ୍ମଲୋଚନ ପଣ୍ଡା ।

ଏବେ କୁଆଡେ ପଣ୍ଡା ବାବୁ ସାମ୍ବାଦିକଙ୍କୁ ଦେଖିଲେ ଚିଡୁଛନ୍ତି । ଶୁଣିବାକୁ ମିଳିଲାଣି ପଣ୍ଡା ବାବୁଙ୍କ ଷ୍ଟ୍ର ଉପାଖ୍ୟାନ ମିଛ ଥିଲା ଯାହାକୁ ନେଇ ଲୋପାମୁଦ୍ରା ତାଙ୍କୁ ଟାର୍ଗେଟ କରିଥିଲେ ଜେଉଁଥିରେ ଭୟଭିତ ହୋଇ ପଣ୍ଡା ବାବୁ ଖଇରା ଥାନାରେ ଧାରଣା କଣ ଥାନା ଆଖ ପାଖ ମାଡିନଥିଲେ । ଏଠି ମୁଳକଥା ହେଲା ପଣ୍ଡା ବାବୁ କହୁ କହୁ କହିଦେଇଥିଲେ ଗୋଟେ ପଇଡରେ ଦୁଇଟା ଷ୍ଟ୍ର ଲଗାଇ ପିଉଛନ୍ତି ଥାନା ଅଧିକାରୀଣି ଓ ବିଧାୟକ ସେ ଯାଣି ନଥିଲେ କି ଏ କଥା ଆମ ସାମ୍ବାଦିକ ଭାଇଜଣେ ରେକଡିଂ କରୁଛନ୍ତି । ଜେତେବେଳେ ଯାଣିଲେ ସେତେବେଳକୁ ଏ ଭିଡିଓ ପହଞ୍ଚିସାରିଥିଲା ଲୋପାମୁଦ୍ରାଙ୍କ ପାଖରେ ତାପରେ ଆଉ ସମ୍ଭାଳେ କିଏ ମାଡାମ କହିଲେ ଧାରଣାକୁ ଆସିଲେ କଥାହେବା । ଏତିକିରେ ପଣ୍ଡା ବାବୁ ଆଉଟ ତେବେ ଆଗାମିଦିନରେ ପଣ୍ଡାବାବୁ କେବେ ଇନ୍ କରୁଛନ୍ତି ପୁଣି କଉ ସାମ୍ବାଦିକ ସମ୍ମିଳନି କରୁଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *