ଜାମ୍ମୁଝ।ଡ଼ିରେ ଭାରତ ବାୟୁସେନାର ଆକ୍ରମଣରେ ଖୁସି ମନାଇଲା ନେତାଜୀ କ୍ଳବ

ସିମୁଳିଆ : ବାଲେଶ୍ଵର ଜିଲ୍ଲା ଜାମ୍ମୁଝାଡ଼ି ଛକ ରେ ନେତାଜୀ କ୍ଳବ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ମାନଚିତ୍ର ପୂର୍ବକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ପାକିସ୍ତାନ ମୁରଦାଵାଦ ,ଭାରତୀୟ ସେନା ଜିନ୍ଦବାଦ ନାରା ଦେବା ସହିତ ।

ଭାରତୀୟ ସେନା ପାକିସ୍ତାନ ଆତକିଂ ଆଡା ଉପରେ ଆକ୍ରମଣ କରିବା ଖୁସିରେ କେକ କାଟି ଖୁସି ମନାଇଥିଲେ । ଜାମ୍ମୁଝାଡ଼ି ଠାରେ ଖୁସିର ମାହୋଲ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *