ସୋର : ସୋର ଆରଡି ବିଭାଗର ଇତିହାସ ମନେପଡିଲେ ଆଇରନ ମରା ସାର୍ଟପିନ୍ଧି ଫୋଗ ସେଣ୍ଟ ପକାଇଥିବା ଲୋକବି ବାନ୍ତି କରିବ । ଏ କାର୍ଯ୍ୟାଳୟଟି ଯେଉଁ ସ୍ଥାନରେ ଅଛି ସେ ସ୍ଥାନଟି ଅପରିସ୍କାର ନୁହଁ, କିନ୍ତୁ ଏଠିକି ଆସୁଥିବା ଜଣେ ଦୁଇଜଣକୁ ଛାଡିଲେ ଆଉ ସବୁ ଭିଜିଲାନ୍ସ ଜାଲରେ ପ୍ରାୟ ପଡିଛନ୍ତି । ଏଇ କିଛି ମାସ ପୂର୍ବରୁ ବିନା ଅଣ୍ଡ୍ରୁଆଟରେ ଲୁଙ୍ଗି ପିନ୍ଧିକି ଶୋଇଥିବା ଜଣେ ଜେଇ ହଟାତ ଖବର ପାଇଲେ ବାଲେଶ୍ବର ଭିଜିଲାନ୍ସ ଟିମ୍ ଆସୁଛି ଖାଲି ଲୁଙ୍ଗିରେ ଭୂବନେଶ୍ବର ପଳେଇ ଯାଇ ଲୁଚିଲେ ଆଜିଯାଏଁ ବାହାରିଛନ୍ତିକି ନାହିଁ କେଜାଣି । ଯାହାବି ହେଉ ସୋରର ଏଇ ବିଭାଗ ସବୁବେଳେ ପ୍ରାଏ ଚର୍ଚ୍ଚାରେ ରହୁଛି । ଉକ୍ତ ବିଭାଗରେ ଜେଉଁଠି କାମ ହେଉଛି ପ୍ରାୟ ଅଧିକାଂଶ କାମ ନିମ୍ନ ମାନର, ଯଦି ସତସାହସ ଅଛି ତଦନ୍ତ କର । ଭାଗ ନେବା ଆଉ ଭାଗ ଦେବାରେ ଏଇ କାର୍ଯ୍ୟାଳୟ ପୁରା ଧୁରନ୍ଦର । ସରକାରୀ ଟଙ୍କାକୁ କେମିତି ଗାଣ୍ଡି ମାରି ଖାଇ ହେବ ୟାଙ୍କ ପାଖରୁ ଶିଖ । ଏକଥା ଜେ ଆମେ କହୁଛୁ ତାହା ନୁହଁ ହଜାରେ ଥର ଲୋକ ଅଭିଯୋଗ କରନ୍ତି, ସୋରରେ ଏଇ କାର୍ଯ୍ୟାଳୟରେ ଗଣ୍ଡା ଗଣ୍ଡା ଥର ଭିଜିଲାନ୍ସ ପସେ ଇଏ ସେଇ କାର୍ଯ୍ୟାଳୟ ଯେଉଁଠିକି ପୂର୍ବରୁ ବିନାଟାଣ୍ଡରରେ କାମ କରି ଲୁଟ କରାଯାଇଛି । ତେବେ ଏବେ ସବୁଠାରୁ ବଡ ଅଭିଯୋଗ ରହିଛିକି ଏଠି ବାବୁ ଆରଣ ନାମକ ଜଣେ ଜେଇ ଅଛନ୍ତି ଯିଏ ଠିକାଦାରଙ୍କ ଧରମ ଭାଇ ସାଜି ସାଧାରଣ ଲୋକଙ୍କ ପାଇଁ ଆସୁଥିବା ସରକାରୀ କାମକୁ ମନଇଛା କରୁଛନ୍ତି, ସେ ନିଜକୁ ଗେଣ୍ଡୁ ବୋଲି ଭାବୁଛନ୍ତି । ତାଙ୍କ ପାଖରେ ସାଧାରଣ ଲୋକ ଯେମିତି ବାଳ । ତେବେ ଏ ବାବୁ ଜଣକ ଏଠିକି ନୂଆ ଆସିନାହାନ୍ତି ପୂର୍ବରୁ ଏଠି ୩ ବର୍ଷରୁ ଉର୍ଦ୍ଧ ସମୟ ଥିଲେ ସେଟିଂ ୟାଙ୍କର କମ ନଥିଲା ପୁଣି ୨ ରୁ ୪ ବର୍ଷ ସେୟାଡେ ବୁଲି ବୁଲିକି ନେତା କୁତାଙ୍କୁ ଧରା ଧରି କରିକି ଏଠିକି ପଳେଇ ଆସିଥିବା ଲୋକଙ୍କୁ କହୁଛନ୍ତି । ତା’ପରେ ଆରମ୍ଭ ହେଲା କିଛି ଠିକାଦାରଙ୍କ ସହ ଅପ୍ରାକ୍ରୁତିକ ସମ୍ପର୍କ ଯାହାର ଫଳ ସୋରୁପ କେଉଁଠି ପିଚ ଉଠିଯାଉଛି ତ କେଉଁଠି ରାସ୍ତା କାର୍ଯ୍ୟ ବାଳଟା ପରି ହୋଇଛି । କହିଲେ ବାହାନା ବତାଇବାରେ ମାଷ୍ଟର । ଆରଣ ବାବୁଙ୍କୁ ଆଉ କେଣେ ପୋଷ୍ଟିଂ ମିଳୁନି ନା ଏଠୁ ଯେମିତି ମିଳେ ସେମିତି କେଣେ ମିଳୁନି ! ଉପରେ ବହୁତ ସଚୋଟ ଦେଖେଇ ହେଉଥିବା ନିଜକୁ ସ୍ବାଭିମାନି ବୋଲି କହୁଥିବା ଲୋକ ଏତେ ଗୁଡାଣିଆ କ’ଣ ପାଇଁ ? ଏଠି କଣ ମହୁଝରୁଛି ? କଥାରେ ଅଛି ସୁ ଗୁରୁକୁ ଡାଙ୍ଗେ ସୁ ମଣିଷକୁ ପଦେ ଦେଖିବା ୟାଙ୍କୁ ପଦ କାଟୁଛିନା ଭିଜିଲାନ୍ସର ଡାଙ୍ଗକୁ ଅପେଖ୍ୟା କରୁଛନ୍ତି ।
