

ଗତକାଲି ମଧ୍ୟରାତ୍ରିରେ ଆତଙ୍କ ବାଦି ସଂଗଠନ ଜୈସ-ଇ ମହମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ସାରାଦେଶ ପ୍ରସଂଶା କରିଥିଲା ବେଳେ ସୋର ଆର ଏସ ଏସ ର କର୍ମକର୍ତ୍ତା ମାନେ ଆଜି ସନ୍ଧ୍ୟାରେ ଏକ ରାଲିରେ ସୋର ବଜାର ପରିକ୍ରମା କରିବା ସହ ବାୟୁସେନାେ ଏଭଳି କାର୍ଯ୍ୟକୁ ପ୍ରସଂସା କରିଛନ୍ତି ।
