ମାର ଅଭିଯୋଗ ସ୍କୁଲରେ ନଡିଆ ବିଛାଉଥିବା ବେଳେ ପୁଅ ଛାତିରେ ନଡିଆ ପଡିବାରୁ ମୁତ୍ଯୁ ଘଟିଲା।ଚାରି ଶିଖ୍ଯକଙ୍କୁ କାରଣ ଦର୍ଶାଅ ନୋଟିସ। ଅଭିଯୁକ୍ତ ଶିଖ୍ଯକ ଉତ୍ପଳ ମହାପାତ୍ରଙ୍କୁ ବଦଳି ସ୍କୁଲରେ ତାଲା ବଜାର ବନ୍ଦ ା
ମାର ଅଭିଯୋଗ ସ୍କୁଲରେ ନଡିଆ ବିଛାଉଥିବା ବେଳେ ପୁଅ ଛାତିରେ ନଡିଆ ପଡିବାରୁ ମୁତ୍ଯୁ ଘଟଛି।ଚାରି ଶିଖ୍ଯକଙ୍କୁ କାରଣ ଦର୍ଶାଅ ନୋଟିସ। ଅଭିଯୁକ୍ତ ଶିଖ୍ଯକ ଉତ୍ପଳ ମହାପାତ୍ରଙ୍କୁ ବଦଳି ପାଇଁ ସୁପାରିସ କଲେ ଉପରିସ୍ଥ ଅଧିକାରୀଙ୍କ ସୁପାରିସ କଲେ।ସ୍କୁଲରେ ତାଲା ଟାୟାର ଜାଳି ରାସ୍ତା ଓ ବଜାର ବନ୍ଦ କଲେ ଅଭିଭାବକ ଓ ସ୍ଥାନୀୟ ଲୋକେ।ବାଲେଶ୍ବର ଜିଲ୍ଲା ସୋର ଥାନା ଅର୍ନ୍ତଗତ ମାଣିପୁର ଗ୍ରାମର ଯଦୁନାଥ ବେହେରା ଙ୍କ ସାନପୁଅ ଅନରଞ୍ଜନ ବେହେରା (୧୩) ବବୁଲୁ ମାଣିପୁର ସ୍ଥିତ ମଧୁବନ ନୋଡାଲ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢେ । ଗତ ୨୧ତାରିଖ ଦିନ ଅନରଞ୍ଜନ ସ୍କୁଲକୁ ଯାଉଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଯଦୁନାଥ ଜସମୁଖଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ନଡିଆ ବିଛାଉ ଥିବା ବେଳେ ନିରଞ୍ଜନ ଛାତି ଉପରେ ଏକ ନଡିଆ ପଡି ତା ଛତିରେ ମାଡ ହୋଇଥିଲା । ଯାହାଫଳ ରେ ନିରଞ୍ଜନକୁ ବାନ୍ତି ହେବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ଅବସ୍ଥାରେ ତାର ମୁତ୍ଯୁ ହୋଇଯାଇଛି। ସ୍କୁଲ ଗେଟ ନିକଟରେ ଶିଖ୍ଯକମାନଙ୍କୁ ଅଟକ ରଖିଛନ୍ତି ଅଭିଭାବକ ଓ ସ୍ଥାନୀୟ ଲୋକେ।
