ସଫେଇ କର୍ମଚାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗ, ସହିଦନଗର ଥାନା ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ୱର ୩୧ ନମ୍ଵର ୱାର୍ଡରେ ସଫେଇ କର୍ମଚାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ସଫେଇ କର୍ମଚାରୀଙ୍କ ଉପରେ ହାତ ଉଠାଇଲେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ । ଯାହାକୁ ନେଇ ସହିଦନଗର ଥାନା ଘେରିଲେ ସଫେଇ କର୍ମଚାରୀ । ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ଏତଲା ଦାୟର କରିନି ପୋଲିସ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *