ଶବକୁ ମିଳିଲା ନାହିଁ ସମ୍ନାନ, ଟଙ୍କା ପାଇଁ ମୃତଦେହକୁ ରାସ୍ତା କଡ଼ରେ ଛାଡିଦେଇ ଆସିଲା ଆମ୍ବୁଲାନ୍ସ

ଯାଜପୁର : ଶବକୁ ମିଳିଲା ନାହିଁ ସମ୍ନାନ । ଟଙ୍କା କେଇଟା ପାଇଁ ମହିଳାଙ୍କ ମୃତ ଦେହକୁ ଜାତୀୟ ରାଜପଥ କଡ଼ରେ ଛାଡ଼ି ଦେଇ ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର । ରାତି ସାରା ପଡି ରହିଲା ଶବ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ।

Leave a Reply

Your email address will not be published. Required fields are marked *