thebreakingnewsonly-
Haiwa ଧକ୍କା ରେ ଗୋରୁ ଚୋରାଳି ର ମୃତ୍ୟୁକୁ ନେଇ ଉତ୍ତେଜନା,କାକିରିଗୁମା ଥାନା ଖୁଡିପଦର ଛକ ନିକଟରେ ଘଟଣା,ମୃତକ ଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ 326 ନମ୍ବର NH ଅପରାହ୍ଣ3 ଟାରୁ ଅବରୋଧ ଘଟଣା ସ୍ଥଳରେ ଲଷ୍ମୀପୁର SDPO, ତହସିଲଦାର, କାକିରିଗୁମା ପୋଲିସ ଉପସ୍ଥିତ।ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକିଛି।
