ଜଳେଶ୍ବର : ବିଜେଡି କର୍ମୀଙ୍କ ମନରେ ସନ୍ଧେହ ଘାରିଚୀ, ଅଶ୍ୱନୀ କୁଆଡେ ଏବେ ଏବେ ବାଡ଼ ଡେଇଁବାକୁ ଚେଷ୍ଟା କରୁଛନ୍ତି। ମିଳିଥିବା ସୂଚନା ମୁଳେ ଅଶ୍ବେନିଙ୍କ ପରିବର୍ତ୍ତେ ଏବେ ନୂଆ ମୁହଁ ଲଖ୍ୟରେ ଅଛି ବିଜେଡି ତେବେ ଅଶ୍ବେନି ବିଜେଡି ଛାଡି ବିଜେପିରେ ମିଶିପାରନ୍ତି ା
ସ୍ୱାର୍ଥପର ଅଶ୍ୱନୀ ପାଇଁ ଜଳେଶ୍ବର ଉଠୁଛି ପଡୁଛି । ମାତ୍ର ସ୍ୱର ହେଉଛି ଖୋଦ ଶାସକ ଦଳ ବିଜେଡିର । ଜଳେଶ୍ବରର କିଛି ବିଜେଡି କର୍ମୀ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଅଶ୍ବେନୀ ଜଣେ ସ୍ୱାର୍ଥ ଲୋଭି ମଣିଷ ଲୋକଙ୍କର ବିଶ୍ୱାସରେ ବିଷ ଦିଅନ୍ତି (ଅର୍ଥାତ) ସେ ନିଜର ସ୍ୱାର୍ଥ ପାଇଁ ସବୁକିଛି କରିପାରିବେ ତେଣୁ ସିଏ ଦଳ ଛାଡିବା ପୂର୍ବରୁ ତାଙ୍କୁ ବହାର କରାଯାଉ ା
