ତୁଳା ଗୋଦାମରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ତୁଳା

କଟକ : କଟକ ଜଗତପୁର ସ୍ଥିତ ଏକ ତୁଳା ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ସମ୍ପୂର୍ଣ୍ଣ ଛାରଖାର ହେଲା ତୁଳା ଗୋଦାମ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ତୁଳା ପୋଡି ପାଉଁଶ ହୋଇଯାଇଛି । ତେବେ ସୂଚନା ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି ।

Leave a Reply

Your email address will not be published. Required fields are marked *