ସୋରରେ ପୁଣି ଭିଜିଲାନ୍ସର ଛାନଭିନ୍

ସୋରରେ ଚାଲିଛି ଭିଜିଲାନ୍ସ ରେଡ ସପ୍ତାହ ା ଗତ କିଛିଦିନ ପୂର୍ବରୁ ରାମ ମାଷ୍ଟ୍ରେଙ୍କୁ ଭିଜିଲାନ୍ସ ଗିରଫ କରିଥିବାବେଳେ ପୁଣି ଆଜି ଭିଜିଲାନ୍ସ ର ସୋର ବ୍ଲକରେ ଚଢାଉ ସାଧାରଣରେ ଚର୍ଚାର ପ୍ରସଙ୍ଗ ପାଲଟିଛି ା

ମିଳିଥିବା ସୂଚନା ମୁତାବକ ନଦିଗଁା ପଞ୍ଚାୟତରେ ହୋଇଥିବା କେତେକ ଅନୀୟ ମିତତା ସମ୍ପର୍କରେ ୨୦୧୫ ମସିହାରେ ହୋଇଥିବା ମାମଲାର ତଦନ୍ତ ପାଇଁ ଭିଜିଲାନ୍ସର ଏକ ଟିମ୍ ସୋର ବ୍ଲକକୁ ଆସିଥିଲା ା ତେବେ ଏହା ସତ ନାଁ ଆଉକିଛି ରାଜନୈତିକ ଚକ୍ରାନ୍ତ ଅଛି ଯାହାଏବେ ସାଧାରଣରେ ବଡ ପ୍ରଶ୍ନ ା

Leave a Reply

Your email address will not be published. Required fields are marked *