ବିଦେଇପୁର ଠାରେ ଖୋଲିଲା ଡେଲଟିକ ନୂଆ ବ୍ୟାଟେରୀ ଚାଳିତ ସ୍କୁଟି ସୋରୁମ

ଭଦ୍ରକ : ଦିନକୁ ଦିନ ବୃଦ୍ଧି ପାଉଥିବା ତୌଳ ଦର ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ତରଫରୁ ତିଆରି ହେଉଛି ବ୍ୟାଟେରୀ ଚାଳିତ ଗାଡି । ସହର ସହିତ ଏବେ ଗ୍ରାମାଞ୍ଚଳରେ ଖୋଲିବାକୁ ଲାଗିଲାଣି ଏହି ଇଲେକ୍ଟ୍ରିକ ଗାଡି ସୋରୁମ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ମାରୁତି ମାର୍କେଟ କମ୍ପ୍ଲେକ୍ସ ଠାରେ ଡେଲଟିକ କମ୍ପାନୀର ଏକ ସ୍କୁଟି ସୋରୁମ ଗତ ବୁଧବାର ଖୋଲିଛି । କମ ଖର୍ଚ୍ଚରେ ହେଉଥିବା କାରଣରୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *