ସେ ଖ୍ୟମା ମାଗିଲେ ମୋତେ ଖରାପ ଲାଗୁଛି : ବିଧାୟକ ମୋତେ ପେଲି ନାହାନ୍ତି

କଟକ: ସତଲୁଚି ରହେନା ତାହା ଜେ ବାହାରକୁ ଆସେ ତାର ସ୍ପଷ୍ଟ ପ୍ରମାଣ ମିଳିଲାା ଦେବାସିସ ସାମନ୍ତ ରାଏ ମୋତେ ଠେଲି ନାହାନ୍ତି କହିଲେ ସେଇଠି ବସିପଡିବା ପାଇଁ ବୋଲି ନିଜ ମତ ରଖିଲେ ସହିଦ୍ ଙ୍କ ଦାଦାା ସେ କହିଲେ ସେ କାହିଁକି ଖ୍ୟମା ମାଗୁଛନ୍ତି ମୁଁ ଯାଣିନି ସେ ଖ୍ୟମା ମାଗୁଥିବାରୁ ମୁଁ ଲଜ୍ଜିତ ଅନୁଭବ କରୁଛି ା

ତନା ଯୋଗ୍ୟ ଯେ, ପୁଲଓ୍ୱାମା ହମ୍‌ଲାରେ ସହିଦ ମନୋଜଙ୍କ ଅନ୍ତିମ ସଂସ୍କାର ବେଳେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଅଶୋଭନୀୟ ଆଚରଣ କରିଥିଲେ। ଗତ ୧୬ ତାରିଖରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ସହିଦଙ୍କ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଏହାକୁ ନେଇ ରାଜନୀତି ନକରିବାକୁ ବିଧାୟକ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *