ରାଜନୀତି ପାଇଁ ଆଇ ଆଇ ସିଙ୍କୁ ବଦନାମ , ମିଛ କହିଲେ ପଣ୍ଡା ବାବୁ ,ଭିଡିଓ ଜଦି ଅଛି ଦେଖଉ ନାହାନ୍ତି କଣ ପାଇଁ ? ରାଜନୀତି ପାଇଁ ଏତେ ତଳସ୍ତରକୁ କେମିତି ଯାଉଛନ୍ତି ପଣ୍ଡା ବାବୁ ? ଲୋପା ମୁଦ୍ରା ନାୟକ ଜଣେ ଦଖ୍ୟ ପୁଲିସ୍ ଅଧୀକାରୀଣି ହୋଇଥିଲା ବାଳେ ତାଙ୍କୁ ବଦନାମ କରିବା କଣ ଠିକ୍ ବୋଲି କିଛି ଲୋକ ମତବ୍ୟକ୍ତ କରିଛନ୍ତି ା
ତେବେ ଏସବୁ ମଧ୍ୟରେ ଲୋପାମୁଦ୍ରା ନାୟକବି ଅସନ୍ତା ୨୩ତାରିଖ ଧାରଣାକୁ ଆସିଲେ ଭିଡିଓ ଦେଖିବେ ବୋଲି କହିଛନ୍ତି ା ବାସ୍ତବରେ ପଦ୍ମଲୋଚନ ପଣ୍ଡା ଯାହା କହିଛନ୍ତି ତାହା କଣ ସତ୍ୟ ଜଦି ସତ୍ୟ ତାହାଲେ ତାର ପ୍ରମାଣ ଦେଉନାହାନ୍ତି କାହିଁକି ? ଶୁଣିବାକୁ ମିଳୁଛି ସେ କହୁ କହୁ କହିଦେଲେ ତାଙ୍କ ନାମରେ ଜଦି କିଏ ଏମିତି କହୁ କହୁ କହିଦବ ା ତେବେ ପଦ୍ମଲୋଚନ ପଣ୍ଡାଙ୍କ ଏମିତି ମନ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା ହେଉଥିବା ଦେଖିବାକୁ ମିଳିଛି ା
