Skip to content
: ବାଲେଶ୍ବର ଜିଲା ସୋର ମୁନସିପାଲଟି ଅଧିନ ଘୁଡାସହି ଗ୍ରାମର ବିମଲ କୁମାର ବାରିକ ୩୮ ଚୋରା ବେଆଇନ ଭାବେ ଚାଲୁଥିବା ବାଳଙ୍ଗ କରତକଳକୁ କାଠ ନେଇ ଯାଉଥିବା ସମୟରେ କଲେଜଛକ ନିକଟରେ କାଠ ବୋଝେଇ ଟ୍ରକରୁ କାଠ ଲୋଡ କରୁଥିବା ଥିବା ବେଳେ ୧୧କେଭି ବିଦ୍ୟୁତ ତାର ଆଘାତରେ ମୃତ୍ୟୁ ବରଣ କରିଛି ।