ହାତୀ ଆକ୍ରମଣରେ ବନକର୍ମଚାରୀଙ୍କ ମୃତ୍ୟୁ

ମୟୂରଭଞ୍ଜ : ମୟୂରଭଞ୍ଜ ରାସଗୋବିନ୍ଦପୁର ବନାଞ୍ଚଳରେ ଅଘଟଣ । ହାତୀ ନେଲା ବନକର୍ମଚାରୀଙ୍କ ଜୀବନ । ହାତୀ ଘଉଡ଼ାଇବା ବେଳେ ବନକର୍ମଚାରୀଙ୍କୁ ଦଳି ଦେଲା ହାତୀ । ହାତୀ ଆକ୍ରମଣରେ ବନକର୍ମଚାରୀ ଚନ୍ଦ୍ରକାନ୍ତ ରାଉତଙ୍କ ମୃତ୍ୟୁ ଘଟଛି । ରାସଗୋବିନ୍ଦପୁର ବନାଞ୍ଚଳରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ଚନ୍ଦ୍ରକାନ୍ତ । ଦୀର୍ଘଦିନ ହେବ ରାସଗୋବିନ୍ଦପୁରରେ ଉତ୍ପାତ କରିଆସୁଛନ୍ତି ହାତୀପଲ ।

Leave a Reply

Your email address will not be published. Required fields are marked *