ସୋର ସବ ଜେଲରେ ମଧ୍ୟଯୋଗିଅ ବର୍ବରତା : ମନେପକାଇଦେଲେ ଫିରିଙ୍ଗି ସାସନ

ସୋର : ସୋର ସବ ଜେଲରେ ମଧ୍ୟଯୋଗିଅ ବର୍ବରତା , ମାନବାଧିକାରର ଖୁଲମ ଖୁଲା ହତ୍ୟା , ସିମାସରହଦକୁ ପାରିଗଲେ ଜେଲର ମାଡାମ , ମନେପକାଇଦେଲେ ଫିରିଙ୍ଗି ସାସନରେ ଜେଲର ନିର୍ଜାତନା , ପିଟି ପିଟି ଗୁଡହାତ ଫଟେଇ ପକାଇଲେ ,  ବାପାମାଙ୍କ ସହ କଥାହେବାର ସୁଯୋଗବି ଦେଲେନି ,

ବାଧ୍ୟହୋଇ ଭିଡିଓ କରି ଭାଇରାଲ କଲେ ଯୁବକ , ଯୁବକଙ୍କ ଭାଇରାଲ ଭିଡିଓରେ ହୋଇଥିବା ଅଭିଯୋଗ ମୂଳେ ପୂର୍ବରୁ ଜେଲ ଭିତରେ ଜଣେ କଏଦୀଙ୍କୁ ଏମିତି ପିଟି ପିଟି ମାରିଦିଆଯାଇଛି ,  କୁଆଡେ ଟଙ୍କା ମାଗୁଛନ୍ତି ଜେଲର ମାଡାମ , ଟଙ୍କା ନଦେଲେ ଗୁରୁଗାଇଙ୍କ ଭଳି ମାରୁଛନ୍ତି l ସୋର ଥାନା ମଧୁସୂଦନ ପୁର ପଞ୍ଚାୟତ କୁଡେଇ ଗ୍ରାମର କମଳାକାନ୍ତ ଦାସ ଏକ ଭିଡ଼ିଓ ଭାଇରାଲ କରିଛନ୍ତି l ଭାଇରାଲ ଭିଡ଼ିଓରେ କମଳାକାନ୍ତ ଗୋଡ଼ରେ ପ୍ରବଳ ମାଡ ଚିହ୍ନ ରହିଛି l ସେ ଭାଇରାଲ ଭିଡ଼ିଓରେ କହିଛନ୍ତି ଗତ କିଛି ଦିନ ତଳେ ଜଣେ ବିଚାରଧୀନ କଏଦୀ ମୃତ୍ୟୁରେ ସାକ୍ଷୀ ଦେଇଥିବାରୁ ତାକୁ କାରାଗାରରେ ମାଡ ହୋଉଛି l ଆହୁରି ମଧ୍ୟ ସେ କହିଛନ୍ତି ତାଙ୍କୁ ୫୦ ହଜାର ଟଙ୍କା ମଗା ଯାଉଛି ତେବେ ଜଦି ଏ ଅଭିଯୋଗ ସତ ହୋଇଥିବ ତାହାଲେ ସାଙ୍ଘାତିକ l ତେବେ ଜେଲରେ କଏଦିଙ୍କୁ ଜଗିବା ପରିବର୍ତେ ନିର୍ଜାତନା ଦେବା ବା ଟଙ୍କା ମାଗିବାକୁ କିଏ ଅଧିକାର ଦେଲା ଜେଲର ମାଡାମକୁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି I

Leave a Reply

Your email address will not be published. Required fields are marked *