ଖୋର୍ଦ୍ଧାରେ ବେନାମୀ ସ୍କୁଲର ମନମାନୀ, ଖବର ପ୍ରସାରଣ କରିବାରୁ ଗଣମାଧ୍ୟମ ଉପରେ ଆକ୍ରମଣ

ଖୋର୍ଦ୍ଧା : ଖୋର୍ଦ୍ଧାରେ ବେନାମୀ ସ୍କୁଲର ମନମାନୀ । ଖବର ପ୍ରସାରଣ କରିବାରୁ ଗଣମାଧ୍ୟମ ଉପରେ ଆକ୍ରମଣ । ନିଜର ପୋଲ୍ ଖୋଲିଯିବା ଡରରେ ଅର୍ଗସର ଖୋର୍ଦ୍ଧା ପ୍ରତିନିଧି ବିକ୍ରମ ସାହୁଙ୍କ ଉପରେ ଆକ୍ରମଣ । ସ୍କୁଲର ମାଲିକଙ୍କ ଇସାରାରେ ଏସବୁ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *