ଶ୍ରୀମନ୍ଦିରରେ ରକ୍ତ ଛିଟା

ପୁରୀ : ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଛି ରକ୍ତ ଛିଟା । ଅବକାଶ ପୂଜା ପରେ ଭିତର କାଠ ନିକଟରେ ଦେଖିବାକୁ ମିଳିଲା ରକ୍ତଛିଟା । ରକ୍ତଛିଟା ଦେଖିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଛି ମହାସ୍ନାନ ନୀତି । ତେବେ ମହାସ୍ନାନ ନୀତି ଯୋଗୁଁ ଘଣ୍ଟାଏ ରୁ ଉର୍ଦ୍ଧ୍ୱ ସମୟ ଧରି ନୀତିକାନ୍ତିରେ ବିଳମ୍ବ ହୋଇଥିବା ସୂଚନା ।

Leave a Reply

Your email address will not be published. Required fields are marked *