ଖେଳରେ ଖେଳରେ ବଳିଯାତ୍ରା

ବଲାଙ୍ଗୀର : ପଶୁ ବଳି ପରମ୍ପରା କି ଭଳି ଗଭୀର ଭାବେ ଶିଶୁମାନଙ୍କ ଉପରେ ପଡ଼ିଛି, ତାହାର ଏକ ଜ୍ବଳନ୍ତ ଘଟଣା ଘଟିଛି ବଲାଙ୍ଗୀର ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂର ପଣ୍ଡରାପିଟା ଗାଁରେ । ସାତ/ଆଠ ବର୍ଷର ପାଞ୍ଚ ଜଣ ଶିଶୁ ଖେଳରେ ଖେଳରେ ବଳିଯାତ୍ରା ପାଳିବା ସହ କୁକୁର ଛୁଆକୁ ମାରି ରକ୍ତ ପିଇଛନ୍ତି । ଏହି ଘଟଣା ଜାଣିବା ପରେ ପରିବାର ଲୋକଙ୍କ ହୋସ୍‌ ଉଡ଼ିଯାଇଛି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି କୁକୁର କାମୁଡ଼ା ଏଆର୍‌ଭି ଇଂଜେକସନ୍‌ ଦିଆଯାଇଛି ।

Leave a Reply

Your email address will not be published. Required fields are marked *