ପୋଲିଂ ବୋଥରେ ଏଜେଣ୍ଟ ବସିବାକୁ ନେଇ ଜତ୍ତେଜନ, ମତଦାନ ବନ୍ଦ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ଶିଖରପୁର ପଂଚାୟତରେ ୪ନଂ ବୁଥରେ ଜିଲ୍ଲା ପରିଷଦ ଏଜେଣ୍ଟ ବସିବାକୁ ନ ଦେବାରୁ ଭୋଟ୍ କେନ୍ଦ୍ରରେ ଉତ୍ତେଜନା । ଫଳରେ ମତଦାନ ବନ୍ଦ ରହିଛି । ସଂପୃକ୍ତ ବୁଥ୍ ରେ ପୋଲିସ ମୁତୟନ ରହିଛି ।

ସୂଚନାଯୋଗ୍ୟ ଯେ, ଶିଖରପୁର ପଞ୍ଚାୟତର ୪ନଂ ବୁଥରେ ଜିଲ୍ଲା ପରିଷଦ ପୋଲିଂ ଏଜେଣ୍ଟ ଆଦିକନ୍ଦ ବ୍ରହ୍ମ ଏବଂ ପ୍ରଦୀପ ଗିରି ବସିବାକୁ ନେଇ ଅନ୍ୟ ପୋଲିଂ ଏଜେଣ୍ଟ ବସିବାକୁ ଦେଇ ନଥିଲେ । ଏହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଫଳରେ ମତଦାନ ବନ୍ଦ ରହିଛି । ଜଳେଶ୍ବର ପୋଲିସ, ତହସିଲଦାର, ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।

Leave a Reply

Your email address will not be published. Required fields are marked *