ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତର ସମତିସଭ୍ୟାଙ୍କ ସହ ସ୍ବାମୀଙ୍କୁ ଅପହରଣ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତର ସମତିସଭ୍ୟା ମମି ଦାସ ଓ ତାଙ୍କ ସ୍ବାମୀଙ୍କୁ ଗତ ୨ ଦିନ ହେଲା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି । ମମିଙ୍କ ମାଆ ଇନ୍ଦୁ ଦାସ(୭୦) ଏନେଇ ରମ୍ଭା ଥାନାରେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୁଲିସ କେସ୍ ନମ୍ବର ୫୮/୨୨ ରେ ଏକ ଅପହରଣ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *