ରସିକିଆ ମାନବ ପ୍ରେମି : ପ୍ରେମ ଜଣକୁ ବାହା ଆଉଜଣକୁ

ଆନ୍ଦୋଳନ ବ୍ୟୁର : ଗତ କିଛି ଦିନ ଧରି ଶୋସିଆଲ ମିଡିଆରେ ଚାଲିଛି ଆଦିତ୍ୟ ଦାସ ମୃତ୍ୟୁ ହେଲା ସେ ବିଦ୍ୟାଶ୍ରୀ ମାରିଛି , ପପୁ ମାରିଛି , ବିକାଶ ମାରିଛି ଏବେ ଦୁଇ ,ତିନି ଦିନ ହେବ ଚାଲିଛି ଚିନ୍ମୟ ମାରିଛି । ଜିଏ ମାରୁ ତଦନ୍ତ ଚାଲିଛି ଦୋଶି କିଏ ଜଣାପଡିବ ଜଦି ତଦନ୍ତ କାରି ସଂସ୍ଥା ଠିକ୍ ଭାବେ ତଦନ୍ତ କରିପାରୁନି ତ ସେକଥା କୁହାଯାଉ ମାନ୍ୟବର କୋର୍ଟଙ୍କ ଆଶ୍ରୟ ନିଆଯାଉ। ମିଡିଆକୁ କିଏ ଅଧିକାର ଦେଲା ଘଣ୍ଟା ଘଣ୍ଟା ବସି ଲୋକଙ୍କ ଚରିତ୍ରକୁ ସଂଘାର କରିବାକୁ ? ଅବଶ୍ୟ ମେନଷ୍ଟ୍ରିମ ମିଡିଆ ଟିକେ କମ ଚର୍ଚା କରୁଛି କିନ୍ତୁ ବେଳେ ବେଳେ ସେହି ଟ୍ରେଣ୍ଡରେ ପଡୁଛି । ତେବେ କାହିଁକି ଆଦିତ୍ୟ ଦାସ ଆଶ୍ରମ କରିଥିଲେ ସେବାକରିବାର ଇଛା ଥିଲା ସବୁଠିକ୍ କିନ୍ତୁ ଜଣକୁ ପ୍ରେମ କରିବେ ଆଉ ଜଣକୁ ବାହାହେବେ ଏ କଉ ମହାନତା ? ଏ କଉଭଳି ମାନବ ପ୍ରେମ ? ଗୋଟେ ଝିଅକୁ ଭିଡିଧରି ଫଟ ଉଠେଇବ ଆଉ ଗୋଟେ ଝିଅକୁ ବାହାହେବ ? ବାହାହବାର ଜଦି ନଥିଲା ଏମିତି ଭିଡିହୋଇକି କୁଣ୍ଡେଇଧରି କାହିଁକି ଫଟଉଠାଇଥିଲା ? ତେବେ ଜଣକୁ ପ୍ରେମ କରି ଆଉ ଜଣକୁ ବାହାହେବା କଉ ଟାଇପର ସମାଜସେବା ? ଗୋଟେ ନିର୍ଧୁମ ଯାତରା ଚାଲିଛି ନିଜେ ନିଜେ ମାନବ ପ୍ରେମି ଆଉ କଣ ଆଉକଣ ହୋଇଯାଉଛନ୍ତି ତାପରେ ଫେସବୁକ ହ୍ୱାଟସପରୁ ଟୁକୁଳି ଖୋଜି ଯାତରା କରିବେ, ଅକାଳରେ ଜୀବନ ହାରିବେ ଏ ତୋ ନିତି ଦିନିଆ କଥା । ଆଉ ଜେଉଁ ମାନେ ଏବେ ଆଦିତ୍ୟ ନାମରେ ଜେଉଁ ଦୁଇ ଯୁବକ ଚର୍ଚ୍ଚାକୁ ଆସୁଛନ୍ତି ସେ କଣ ଦେଶ ସେବକ ନା ଠିକା ନେଇଛନ୍ତି । ଲଢିବାର ଅଛି ଜଦି ନିୟମ ଗିରି ଯାଅ , ନଗଡା ଯାଅ ଗ୍ରାମର ସାଧାରଣ ଲୋକ ସରକାରୀ ସୁବିଧାରୁ କେମିତ ବଞ୍ଚିତ ହୋଇ ଜୀବନ ଜୀବିକା ସହ ସଂଗ୍ରାମ କରୁଛନ୍ତି ଦେଖିବ ଯାଅ ଏ ଚଢିଆ ନାଚରେ ନାମ କମାଇବାକୁ ଚାଲିଆସିଲ । ଆଉ ଆମେ ଗଣ ମାଧ୍ୟମ ଘଟଣା ନଥିବା ଭଳି ୟାଙ୍କ ଚଢେଇଆ ଚଢିଆଣି ନାଚକୁ ଦେଖାଇ ସରକାର ଏବଂ ତାଙ୍କ ଦୁର୍ନୀତିଉପରୁ ଲୋକଙ୍କ ଆଖିକୁ ହଟାଉଛେ । ବସିକି ଭାବ ଆମେ କାହାର ମାଧ୍ୟମ ଗଣଙ୍କର ନା ଚର୍ଚ୍ଚାର ।

Leave a Reply

Your email address will not be published. Required fields are marked *