ଜେସିବି ଗାଡି ଜାଳିଦେଲେ ମାଓବାଦୀ

କନ୍ଧମାଳ : ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆ ମୁଣ୍ଡା ନିକଟରେ ତ୍ରିଶକ୍ତି କନଷ୍ଟ୍ରକସନର ଜେସିବି ଗାଡି ଜାଳିଦେଲେ ମାଓବାଦୀ । ଏହା ସହ ଏକ ପୋଷ୍ଟର ମାରିଛନ୍ତି ମାଓବାଦୀମାନେ । ବିଦେଶୀ ମଦକୁ ବନ୍ଦ କର, ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କର, ଗାଁରେ ମଦ ବିକୁଥିବା ଲୋକଙ୍କୁ ଧରି ଦଣ୍ଡ ଦିଅ ପୋଷ୍ଟରରେ ଉଲ୍ଲେଖ ରହିଛି । ମାଶ୍ରିପଡା ଛକଠାରୁ ବାଲନ୍ଦା ପଡା ଆର.ଡି ରାସ୍ତା ନିର୍ମାଣ କରୁଥିଲା ତ୍ରିଶକ୍ତି କନଷ୍ଟ୍ରକସନ୍ ।

Leave a Reply

Your email address will not be published. Required fields are marked *