ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଡାକ୍ତରଙ୍କ ବେକରୁ ଶ୍ରୀମନ୍ଦିରରେ ସୁନା ମାଳି ଚୋରି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଡାକ୍ତରଙ୍କ ବେକରୁ ଶ୍ରୀମନ୍ଦିରରେ ସୁନା ମାଳି ଚୋରି ହୋଇଛି । ଏ ସଂପର୍କରେ ସଂପୃକ୍ତ ଡାକ୍ତର କଳ୍ପଲତା ପତି ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *