ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା : ମାସେ ଘୁଞ୍ଚିଲା ଡେଡ୍ ଲାଇନ୍

ଭୁବନେଶ୍ୱର : ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ମାସେ ଯାଏଁ ଘୁଞ୍ଚିଲା ଡେଡ୍ ଲାଇନ୍ । ଅକ୍ଟୋବର ୩୧ ତାରିଖ ଯାଏଁ  ଡେଡ ଲାଇନ ଘୁଞ୍ଚାଯାଇଥିବା ନେଇ ପରିବହନ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିଛି ।

ଯେଉଁ ନମ୍ବର ପ୍ଲେଟର ଶେଷ ନମ୍ବର ୧,୨,୩, ୪ ଥିଲା ଆଜି ସେଗୁଡ଼ିକର ଡେଡଲାଇନ୍ ସରୁଥିଲା । ଏବେ ହାଇକୋର୍ଟଙ୍କ ରାୟ ପରେ ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି ।  ଅକ୍ଟୋବର ୨୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave a Reply

Your email address will not be published. Required fields are marked *