ଏଟିଏମରେ ଟଙ୍କା ଭର୍ତ୍ତି ଗାଡ଼ି ନେଇ ଡ୍ରାଇଭର ଚମ୍ପଟ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଂଚଳରେ ଏକ ଏଟିଏମରେ ଟଙ୍କା ଭର୍ତି କରା ଯାଉଥିବା ବେଳେ ଟଙ୍କା ନେଇ ଆସିଥିବା ଗାଡ଼ିକୁ ସେହି ଗାଡିର ଡ୍ରାଇଭର ଧରି ଚମ୍ପଟ ମାରିଥିବା ସୂଚନା ମିଳିଛି। ଖବରପାଇ ବଡବଜାର ଥାନା ପୁଲିସ ସେହି ଗାଡି ସହ ସମ୍ପୃକ୍ତ ଡ଼୍ରାଇଭରଙ୍କୁ ଗିରିଶୋଲା ନିକଟରେ କାବୁ କରିଛି। ହେଲେ ଡ଼୍ରାଇଭର ଜଣଙ୍କ ଅଚେତ ଅବସ୍ଥାରେ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *