ଜୁଆ ଖେଳ ଉପରେ ଚଢାଉ, ୨ ଜଣ ଗିରଫ

କରଞ୍ଜିଆ : କରଞ୍ଜିଆ ପୋଲିସ ପକ୍ଷରୁ କେନ୍ଦୁମୁଣ୍ଡି ସାପ୍ତାହିକ ହାଟରେ ଚାଲିଥିବା ଜୁଆ ଖେଳ ଉପରେ ଚଢାଉ । ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ସନାତନ ପଣ୍ଡିତ ଓ ଅନ୍ୟ ଜଣେ ହରେକୃଷ୍ଣ ଦାସ । ସେମାନଙ୍କ ନିକଟରୁ ୧୨ ହଜାର ୬୨୦ ଟଙ୍କା ସହିତ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *