୫ ରୁ ଅଧିକ ଗାଡି ଜାଳିଦେଲେ ମାଓବାଦୀ

ମାଲକାନଗିରି :  ପୁଣି ମାତିଲେ ମାଓବାଦୀ । ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଅପହରଣ । ପିପଲଖୁଟା ଗାଁ ନିକଟରେ ୫ ରୁ ଅଧିକ ଗାଡି ଜାଳିଦେଲେ ମାଓବାଦୀ । ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ଗାଡିକୁ ଜାଳିଦେଇଛନ୍ତି ମାଓବାଦୀ । ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ସେପଟେ ଘଟଣା ସ୍ଥଳରେ ଥିବା ସୁପରଭାଇଜରକୁ ଅପହରଣ କରିଛନ୍ତି ମାଓବାଦୀ ।

Leave a Reply

Your email address will not be published. Required fields are marked *