ନୀଳଗିରିରେ ଆତଙ୍କ ସୃଷ୍ଟି କରୁଛନ୍ତି ଝାଡ଼ଖଣ୍ଡୀ ଦନ୍ତା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ପଶି ଆତଙ୍କ ଚଳାଇଛି ଝାଡ଼ଖଣ୍ଡ ପାଇଲଟ ଦନ୍ତା । ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲାରୁ ଦନ୍ତାଟି ଅଯୋଧ୍ୟା ଅଞ୍ଚଳରେ ପଶି ଆତଙ୍କ ଚଳାଇଥିଲା । ଆଜି ବିଭିନ୍ନ ଅଞ୍ଚଳକୁ ପଶି ଉପଦ୍ରଵ କରିଥିବା ଦେଖିବାକୁ ମିଳିଛି । ତେବେ ପାଇଲଟ ଦନ୍ତାଟି ସର୍ଭେ କରି ଫେରିଲେ ଶତାଧିକ ହାତୀପଲ ଆସିବାର ସୂଚନା ମିଳିଛି । ତେବେ ହାତୀ ଉପଦ୍ରବ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *