ମଧୁପାଟଣା : ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧୁପାଟଣା ଅଂଚଳରେ । ସାମ୍ବାଦିକମାନଙ୍କ ପ୍ରତି ଦୁର୍ବ୍ୟବହାର ଦିନକୁ ଦୁନ ବଢିବାରେ ଲାଗିଥିବା ବେଳେ, ପୁଣି ଏପରି ଏକ ଘଟଣା ଘଟିଛି ମଧୁପାଟଣା ଥାନାରେ, ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ହୋଇଛି ଏବଂ ଉକ୍ତ ଥାନାର ଜଣେ କନେଷ୍ଟବଳଙ୍କ ଉପରେ ଅଭିଯୋଗ ଆସିଛି । ଏଣୁ ଉକ୍ତ ଘଟଣା ଅଭିଯୋଗରେ ମଧୁପାଟଣା ଥାନାର କନେଷ୍ଟବଳ ଅଞ୍ଜନା ମହାପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।
