ବାଲେଶ୍ବର : ବାଲେଶ୍ବରରେ ବିଜେଡି ବୁଡିଗଲା , ଚକ୍ରାନ୍ତ କାରୀ ଦଳ ପୁଣି ସଫଳ , ରବିନ୍ଦ୍ର ଜେନାଙ୍କୁ ବିରୋଧ କରିବାର ନିଶାରେ ଏତେ ପାଗଳ ଯେ, ବାଲେଶ୍ବର ବିଜେଡିକୁ ବୁଡାଇଦେଲ। ୟା ପରେ କାଉନସିଲର ଜିତିବାର ଔକାତ ହରେଇବ ବିଜେଡି। ଏକ ବିଶେଷ ସୁତ୍ରରୁ ଜଣା ପଡିଲାକି ଅରୁଣ ଏଣ୍ଡ ଅତୁନ ଟିମ୍ ମଙ୍ଗୁଦତ୍ତଙ୍କ ଧର୍ମପତ୍ନିଙ୍କୁ ପ୍ରାର୍ଥୀ କରାଇବାରେ ବିଫଳ ହେବା ପରେ ସୋରୁପ ଦାସକୁ ବାଛିନେଲେ। ରବି ଜେନା ବବି ଦାସଙ୍କ ସମ୍ପର୍କୀୟ ହୋଇଥିବାରୁ ରବି ଜେନାଙ୍କୁ ହରାଇବାକୁ ଚକ୍ରାନ୍ତ ରଚି ସଫଳ ହେବା ପରେ ଏବେ ତାଙ୍କ ପତ୍ନିଙ୍କୁ ପ୍ରାର୍ଥୀ କରାଇ ନଦେବାରେ ସଫଳ ହେଲେ। ତେବେ ସୋରୁପ ଦାସଙ୍କର ବାଲେଶ୍ବରରେ କିଛି ସଂଗଠନ ନାହିଁ। ସେ ପ୍ରାର୍ଥୀହେଲେ ବିଜେପି ଜିତିବ , ଯାହା ଅରୁଣ,ଅତୁନ ଏଣ୍ଡ ଟିମ୍ କୁ ସୁହାଇବ। ତେବେ ନବିନ ପଟ୍ଟନାୟକ ଏ ଚକ୍ରାନ୍ତକୁ ବୁଝିପାରିଲେନି ବୋଧେ ! ଫେଲ ମାରିଲା ବୋଧେ ନବିନଙ୍କ ଏଜେନ୍ସି। ନା ବୁଝିବାକୁ ହେବ ବିଜେପି ବିଜେଡିର ଏ ଭିତିରି ବୁଝାମଣା ! ତୁମର ବାଲେଶ୍ବର ଆମର ତିରତୋଳ। ନା ନୋମିନେସନର ଆଗଦିନ ବିଜେଡି ପ୍ରାର୍ଥୀ ବଦଳାଇବ। ଯାହାସମୟ କହିବ ା
