ପୁରୀ ଏମାର ମଠ ପରିସରରୁ ମିଳିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ : ଆଜି ପୁରୀ ଏମାର ମଠ ପରିସରରୁ ପୁରାତନ ସିଂହ ମୂର୍ତ୍ତି ମିଳିଛି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଛି । ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି । ଜିପିଆରଏସ୍‍ ହୋଇ ନଥିବାରୁ ଏପରି ଘଟିଥିବା ନେଇ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *