ପୁଣି ହେତୁବାଦୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ପୁଣି ହେତୁବାଦୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ସେବାୟତ, ଓଡିଶା ମନ୍ଦିର ସେବାୟତ ସଂଘ ଓ ବ୍ରାହ୍ମଣ ସମାଜ ତରଫରୁ ବିରୋଧ ପ୍ରଦର୍ଶନ । ପରାଗ ଓ ଗ୍ରହଣ ସମୟରେ ଆମିଷ ଭକ୍ଷଣ କରି ସମାଜକୁ ନକରାତ୍ମକ ବାର୍ତ୍ତା ଦେଇଥିଲେ ହେତୁବାଦୀ ।

ପରମ୍ପରାକୁ ଆପଭ୍ରଂଶ କରିଛନ୍ତି ହେତୁବାଦୀ । ଗତକାଲି ଛତିଷାନିଯୋଗ ମହାନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହେତୁବାଦୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *