ସମବାୟ ସମିତିର ଓ ମିଲରଙ୍କ ମଧୁ ଚନ୍ଦ୍ରିକା ଚାଷୀ ହନ୍ତସନ୍ତ

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବାଲିଯାତ୍ରା ସେବା ସମବାୟ ସମିତିରେ ଅନିୟମିତତା ଚାଲିଛି ବୋଲି ଚାଷୀଙ୍କ ଅଭିଯୋଗ । ଚାଷୀଙ୍କୁ ସକାଳ ୫ଟା ରୁ ଆସିବା ପାଇଁ କହି ଚାଷୀମାନେ ଆସିକି ବସିଛନ୍ତି କିନ୍ତୁ ଧାନ ନବା ପାଇଁ ଗାଡି ଆସୁଛି ଦିନ ଗଟାଏ ବେଳେ, ଏ ପଟେ କାଳ ବୈଶାଖୀ ତାଣ୍ଡବରେ ଚାଷୀ ନିଜେ ସୁରକ୍ଷିତ ରହିବେ ନା ଧାନକୁ ସୁରକ୍ଷିତ ରଖିବେ ଏ ବାବଦରେ ମିଲରଙ୍କୁ ପଚାରିବାରୁ ମିଲର କହୁଛନ୍ତି ଗାଡି ଖରାପ ହଇଯାଇଥିଲା । ଆହୁରି ମଧ୍ୟ ଚାଷୀଙ୍କ ଧାନ କୁଇଁଟାଲ ଉପରେ ସାତ କେଜି କାଟିବାରୁ ଚାଷୀ ସନ୍ତୁଷ୍ଟ ନାହାନ୍ତି, ସେ ବାବଦରେ ଚାଷୀ ପଚାରିବାରୁ ମିଲର କହୁଛନ୍ତି ଧାନ ଖରାପ ଅଛି ।

Leave a Reply

Your email address will not be published. Required fields are marked *