ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ସୁନ୍ଦରଗଡ : ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ରାଉରକେଲା ଡେଗା ଫରେଷ୍ଟ ବାଲିଶଙ୍କରା ଘୋଗରଟାରେ ଘଟିଛି ଏଭଳି ଅଘଟଣ । ମୃତ ମହିଳା ଛତିଶଗଡର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ରାଉରକେଲା ଡେଗା ଫରେଷ୍ଟ ବାଲିଶଙ୍କରା ଘୋଗରଟାରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଛତିଶଗଡର । ରବିବାର ରାତିରେ ସୁନ୍ଦରଗଡରୁ ପରିବାରଙ୍କ ସହ ଛତିଶଗଡ ଯାଉଥିବା ବେଳେ ଘୁଗରଟାଠାରେ ରାତିରେ ରହିଥିଲେ । ସକାଳୁ ନଦୀକୁ ଶୌଚ ହେବାପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *