ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗାଡିକୁ ଧରି ଥାନାରେ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ

ଭଦ୍ରକ : ବେଧଡକ ଭାବେ ଚାଲିଛି ଗୋ ଚାଲାଣ । ଭଦ୍ରକ ନାଇକାଣିଡିହି ଅଞ୍ଚଳରୁ ୨ ଟି ଗୋରୁ ବୋଝେଇ ଗାଡ଼ି ଜବତ । ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗାଡିକୁ ଧରି ଥାନାରେ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ । ୧୭ ରୁ ଅଧିକ ଗାଈ ରାଜ୍ୟ ବାହାରକୁ ଚାଲାଣ ବେଳେ ଖବର ପାଇ ଗାଡ଼ିକୁ ଅଟକାଇଥିଲେ ବଜରଙ୍ଗ ଦଳର କର୍ମୀ । ଘଟଣାସ୍ଥଳରୁ ୨ ଗାଡିର ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *