ଏସଟିଏଫ ହାତରେ ବାଘ ଛାଲ ବେପାରୀ

ଖୋର୍ଦ୍ଧା : ଏସଟିଏଫ ହାତରେ ବାଘ ଛାଲ ବେପାରୀ । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀ ମୁଣ୍ଡା ଅଞ୍ଚଳରୁ କଲରା ପତରିଆ ବାଘ ଛାଲ ଜବତ । ଅଭିଯୁକ୍ତ ରତ୍ନାକର ସାହୁକୁ ଗିରଫ କଲା ଏସଟିଏଫ । ଏହି ଘଟଣାକୁ ମିଶାଇ ଚଳିତ ବର୍ଷ ମୋଟ ୨୨ ଟି ବାଘ ଛାଲ ଜବତ କରିଛି ଏସଟିଏଫ ।

Leave a Reply

Your email address will not be published. Required fields are marked *