ଡ୍ୟାମ୍‌ରେ ବୁଡି ବାଳକ ନିଖୋଜ

ରାୟଗଡା : ଡ୍ୟାମ୍‌ରେ ବୁଡି ବାଳକ ନିଖୋଜ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ନିକଟରେ ଥିବା ଡ୍ୟାମ୍‌ରେ ବୁଡି ନିଖୋଜ ହୋଇଛନ୍ତି ଜଣେ ବାଳକ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ଶନିବାର ଦିନ ଡ୍ୟାମ୍‌ରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । କାଶୀପୁର ବ୍ଲକ ମାଇକଞ୍ଚ ଠାରେ ଡ୍ୟାମରେ ବୁଡି ବାଳକ ଜଣଙ୍କ ନିଖୋଜ ହୋଇଛନ୍ତି । ନିଖୋଜ ବାଳକ ଜଣଙ୍କ ହେଲେ ହର ଝୋଡିଆ, ବୟସ ୧୬ ବର୍ଷ ହେବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *