ସୋର : ସୋର ରାଜନୀତିରେ ମାଇପଙ୍କ ସଂଖ୍ୟା କମ ଦେଖିବାକୁ ମିଳୁଥିବା ବେଳେ ରଖିତାଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି I ସବୁଠାରୁ ଆଶ୍ଚର୍ଯ୍ୟର କଥା ନେତା ନେତ୍ରି ମାନେ ଆଉ କେହି କୈଣସି ଦଳର ମାଇପ ହେବାକୁ ଚାହୁଁ ନାହାନ୍ତି ବରଂ ରଖିତା ହେବାକୁ ଚାହୁଁଛନ୍ତି ଅବଶ୍ୟ ରଖିତା ହେଲେ ସମସ୍ତଙ୍କ କୋଡରେ ଶୋଇବେ କାହାରି ମାଇପ ହେବେନି I ଏତେ ଗୈରଚନ୍ଦ୍ରିକାର ଉଦେଶ୍ୟ ହେଲା ଗୋଟିଏ ଦଳରେ ରହି ଦଳକୁ ଶକ୍ତି ଶାଳି କରିବା ପରିବର୍ତ୍ତେ ଏଦଳରୁ ସେଦଳକୁ ଡେଇଁ ନିର୍ବାଚନ ଲଢିବା ନିଜସ୍ବାର୍ଥପାଇଁ ନିଜକୁ ଭଡାଲଗାଉଛନ୍ତି I ଅନ୍ୟପଟେ ସତକଡା ୯୮ ଭାଗ ପାଚିଲା ବାଳିଆ ବା ଅଧା ପାଚିଲା ବାଳିଆ ସରପଞ୍ଚ ସମିତିସଭ୍ୟ କେବଳ ଠିକାଦାରି କରିବା , ଲୋକଙ୍କ ଭତ୍ତା , ଇନ୍ଦିରା ଆବାଶ କରାଇବା ନାମରେ ଚୋରିକରି ନିଜ ମାଇପକୁ ସୁନାଚେନ କରି ଦେଉଛନ୍ତି I ସ୍ବାଭିମାନର ମାନେ ସେଇ କୁତା କୁତି ମାନେ କିଛି ବୁଝନ୍ତିନି ବରଂ ସାଧାରଣ ଲୋକଙ୍କୁ ସରକାରୀ ଚାକିରିଆଙ୍କ କାନ୍ଧରେ ହାତ ପକେଇ କେମିତି ଗାଣ୍ଡିମାରିହେବ ସେଇ ଚିନ୍ତାରେ ରୁହନ୍ତି I ଅନ୍ୟପଟେ କିଛି ରାଜନୈତିକ ଦଳର ନେତାମାନେ ଅଇଁଠା ଖାଇ ବେସ ଖୁସିହେଉଥିବା ବେଳେ ଅନ୍ୟଦଳରୁ ବିତାଡିତ ନେତା ନେତ୍ରିଙ୍କୁ ନେଇ ପ୍ରାର୍ଥୀ କରାଉଥିବା ବେଳେ ସେମାନେ ପୁଣି କିଛିଦିନରେ ଅନ୍ୟତ୍ର ବା ପୁରୁଣା ଦଳକୁ ଫେରି ଆସୁଥିବା ଦେଖିବାକୁ ମିଳୁଛି ଯାହାକୁ ଘର ବାହୁଡା କୁହାଯାଉଛି I ଏଭଳି ପରିସ୍ତିତିରେ ସାଧାରଣ ଲୋକ ନିର୍ବାଚନ ଆସିଲେ ସେଇ ଡକାୟତଙ୍କ କଥାରେ ପଡି ୫୦୦ ଟଙ୍କାନେଇ ଭୋଟ ଦେଇ ୫ବର୍ଷ ଗାଣ୍ଡିମରେଇବା ପରେବି ଶିଖୁନାହାନ୍ତି I ତେବେ ଏବେ କିଛି ଯୁବପିଢି ରାଜନୀତି ପ୍ରତି ଆକ୍ରୁଷ୍ଠ ହେବା ଗୋଟେ ଶୁଭ ଶଂକେତ , କିଛି ହେଉ ନହେଉ ଗାଁ ଗାଁରେ ଥିବା ପାଚିଲା ବାଳ ବାଲା ଡକାୟତଙ୍କୁ ବିରୋଧତ ହେବ I ତେବେ ସେଇ ଯୁବକମାନଙ୍କୁ ରାଜନୈତିକ ଦଳ ମାନେ ସୁଜୋଗଦେଇ ଏଇ ଦଳ ବଦଳଉଥିବା ଭଡାଟିଆଙ୍କୁ ସୁଯୋଗ ନଦେବା ଦରକାର I
