ଆଜି ମାନ୍ୟବର ତାଳଚେର ବିଧାୟକ ଶ୍ରୀ.ବ୍ରଜକିଶୋର ପ୍ରଧାନ ଗୋପାଳ ପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ଦର୍ଶନ କରି ମନ୍ଦିର ପରିସରରେ କାର୍ଯ୍ୟରତ ଚାଲୁଥିବା କାର୍ଯ୍ୟକୁ ମାନ୍ୟବର ବିଧାୟକ ତଦାରଖ କରିବା ସହିତ କାର୍ଯ୍ୟ କିପରି ଶୀଘ୍ର ସରିବ ସେଥି କଣ୍ଟ୍ରାକ୍ଟର ସହିତ କଥା ହୋଇ ଅସୁବିଧା ବିଷୟରେ ପ୍ରଶାସନ ସହିତ ଆଲୋଚନା କରିଛନ୍ତି l

Leave a Reply

Your email address will not be published. Required fields are marked *