ହାଇୱା ଧକ୍କାରେ ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତ୍ୱର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିରସ ଠାରେ ଏକ ହାଇୱା ଗାଡି ଏକ ବାଇକକୁ ଧକ୍କା ଦେବା ଫଳରେ ଜଣେ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଭାବରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ମୃତ୍ୟୁ ଯୁବକ ନିକଟସ୍ତ କେରସାହି ଗ୍ରାମର ବୋଲି ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *