ଟ୍ରେନ ରହଣି ପାଇଁ ଆନ୍ଦୋଳନ ; ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ

ବାମରା : ବାମରା ଠାରେ ୫ଟି ଟ୍ରେନ ରହଣି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ସହ ବାମରା ବନ୍ଦ ପାଳନ । ଏହା ଦ୍ଵାରା ହାୱାଡା ମୁମ୍ବାଇ ରେଳପଥ ପ୍ରଭାବିତ ହୋଇଛି । ରେଳ ଧାରଣା ଉପରେ ଶତାଧିକ ଲୋକ ବସି ରହି ପ୍ରତିବାଦ କରୁଛନ୍ତି । ରେଳ ରୋକ ଡାକରା ଦେଇଛି ବାମରା ରେଳ କ୍ରିୟାନୁଷ୍ଟାନ କମିଟି । ଏହି ବନ୍ଦରେ ବିଭିନ୍ନ ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *