ବିପଦରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌, ରାତି ଅଧରେ ଲୁଟ ହେଉଛି ଟ୍ରକ ଟ୍ରକ ବାଲି

ପୁରୀ-କୋଣାର୍କ : ବିପଦରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ । ଜାତୀୟ ରାଜପଥର ଉଭୟ ପାର୍ଶ୍ୱରୁ ରାତି ଅଧରେ ଲୁଟ ହେଉଛି ଟ୍ରକ ଟ୍ରକ ବାଲି । ଫଳରେ ରାସ୍ତା ନିକଟକୁ ମାଡ଼ି ଆସିଲାଣି ସମୁଦ୍ର । ଚନ୍ଦ୍ରଭାଗା ଠାରୁ ଇକୋରିଟ୍ରିଟ୍ ବେଳାମାର୍ଗ ପର୍ଯ୍ୟନ୍ତ ରାସ୍ତା ନଷ୍ଟ ହେବାକୁ ବସିଥିବା ବେଳେ ସବୁ ଜାଣି ଚୁପ ବସିଛି ଜିଲ୍ଲା ପ୍ରଶାସନ । ଏବେ ଜନବସତି ସହ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ କେଉଁମାନେ ଏତେ ମାତ୍ରାରେ ବାଲି ଲୁଟ କରୁଛନ୍ତି ତାହା ତଦନ୍ତହେବା ଆବଶ୍ୟକ ହୋଇପଡୁଛି ।

Leave a Reply

Your email address will not be published. Required fields are marked *