ନୂଆଦିଲ୍ଲୀ : ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର । ଦେଶରେ ଆଜି ଲଗ।ତର ୪ର୍ଥ ପ।ଇଁ ପୁଣି ତୈଳଦର ବୃଦ୍ଧି କର।ଯ।ଇଛି । ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଦେଖିବ।କୁ ମିଳୁଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୩ ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର । ଆଜି ପୁଣି ପେଟ୍ରେ।ଲ ଓ ଡିଜେଲ ଲିଟର ପ୍ରତି ୫୦ ପଇସ।ରୁ ୫୭ ପଇସ। ଯ।ଏ ବୃଦ୍ଧି କର।ଯ।ଇଛି । ନୂଆ ଦିଲ୍ଲୀରେ ପେଟ୍ରେ।ଲ ଦର ୯୯ ଟଙ୍କ। ୧୧ ପଇସ। ଥିବ।ବେଳେ ଡିଜେଲ ରହିଛି ୯୦ ଟଙ୍କ। ୪୨ ପଇସ। । ମୁମ୍ବ।ଇରେ ପେଟ୍ରେ।ଲ ୧୧୩ ଟଙ୍କ। ୮୮ ପଇସ। ଥିବ।ବେଳେ ଡିଜେଲ ୯୮ ଟଙ୍କ। ୧୩ ପଇସ। ରହିଛି । ସେହିପରି କୋଲକ।ତ।ରେ ପେଟ୍ରେ।ଲ ୧୦୮ ଟଙ୍କ। ୫୩ ପଇସ।, ଡିଜେଲ ୯୩ ଟଙ୍କ। ୫୭ ପଇସ। । ଚେନ୍ନ।ଇରେ ପେଟ୍ରେ।ଲ ୧୦୫ ଟଙ୍କ। ଡିଜେଲ ୯୫ ଟଙ୍କ। ୧ ପଇସ। ରହିଛି । ଭୁବନେଶ୍ୱରରେ ମଧ୍ୟ ଉଭୟ ପେଟ୍ରେ।ଲ ଡିଜେଲ ଦର ବଢ଼ିଛି । ଭୁବନେଶ୍ୱରରେ ପେଟ୍ରେ।ଲ ଲିଟର ପିଛ। ୧୦୫ ଟଙ୍କ। ୭୬ ପଇସ। ଥିବ।ବେଳେ, ଡିଜେଲ ରହିଛି ୯୫ ଟଙ୍କ। ୬୧ ପଇସ। ।
